ଦିନକରେ ମେଳା ବନ୍ଦ

କାଗଜ କଲମରେ ରହିଗଲା ଲୋକାଭିମୁଖୀ ଯୋଜନା ଭୁବନେଶ୍ୱର: ୨୦୧୭ ନଭେମ୍ବର ୪ ତାରିଖ। କମିସନରେଟ୍‌ ପୁଲିସ ପକ୍ଷରୁ ଆରମ୍ଭ ହୋଇଥିଲା ଚୋରି ସାମଗ୍ରୀ ଫେରାଇବା ମେଳା। ପୁଲିସର ରିଜର୍ଭ ଗ୍ରାଉଣ୍ଡଠାରେ କମିସନରେଟ୍‌ ପୁଲିସ ପକ୍ଷରୁ ୪୩ ଜଣ ବାଇକ୍‌ ମାଲିକଙ୍କୁ ସେମାନଙ୍କ ବାଇକ୍‌, ୩ ଜଣଙ୍କୁ ମୋବାଇଲ ଓ କିଛି ବ୍ୟକ୍ତିବିଶେଷଙ୍କୁ ସୁନାଗହଣା ଆଦି ଫେରାଇ ଦିଆଯାଇଥିଲା। ଏହି ସମୟରେ କୁହାଯାଇଥିଲା, ମାସକୁ ଦୁଇଥର ଏଭଳି ମେଳା କରାଯାଇ ଚୋରି … Continue reading ଦିନକରେ ମେଳା ବନ୍ଦ